ହଇଜା ପାଇଁ ଶ୍ରୀମନ୍ଦିରରେ ଏମିତି ଉତ୍ସବ

ପୁରୀ ଜିଲ୍ଲା ବୀରରାମଚନ୍ଦ୍ରପୁରରେ ବି ହୁଏ ବାଡି ନବମୀ ପୂଜାଭୁବନେଶ୍ୱର:ହଇଜା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ଆଜି ଦିନରେ କେତେ ପଦକ୍ଷେପ ନେଉଛନ୍ତି ।

Read more

ଜାଣନ୍ତୁ ଶୀତଳା ମନ୍ଦିର ପଛର ଚମତ୍କାରିତା

ପୁରୀ ଶ୍ରୀମନ୍ଦିରରେ ମାଆ ଶୀତଳାଙ୍କ ମନ୍ଦିର ରହିଛି । ଦେବୀ ବହୁ ପ୍ରତ୍ୟକ୍ଷ । କିନ୍ତୁ ଜାଣିଛନ୍ତି କି ରାଜସ୍ଥାନରେ ମଧ୍ୟ ମାଆ ଶୀତଳା ଦେବୀଙ୍କ ମନ୍ଦର

Read more

କେଉଁ ରାଶିର ବ୍ୟକ୍ତି ଦେଖିପାରିବେ ଚନ୍ଦ୍ରଗ୍ରହଣ

ମଙ୍ଗଳବାର ଅପରାହ୍ନରୁ ଅନ୍ନ ଭୋଜନ ନିଷେଧ୧୭ ତାରିଖ ଭୋର ସାଢେ ୪ଟାରେ ସର୍ବମୋକ୍ଷଓଡ଼ିଶାରେ ଦୃଶ୍ୟମାନ ହେବ, ଦେବନୀତି ହେବନାହିଁରାତି ୩ଟାରେ ସର୍ବାଧିକ ୬୫ ପ୍ରତିଶତ ଦେଖାଯିବଭାରତ ସମେତ

Read more

ମହାପ୍ରଭୁଙ୍କୁ ଜ୍ବର, ଦଇତାଙ୍କ ଗୁପ୍ତନୀତି ଆରମ୍ଭ

ଶ୍ରୀମନ୍ଦିରରେ ବିଜେ ହେଲେ ପଟି ଦିଅଁ ମଙ୍ଗଳବାରୁ ଚଳଚଞ୍ଚଳ ହେବ ଅଲାରନାଥ ପୀଠ ଭୁବନେଶ୍ବର: ସ୍ନାନ ବେଦୀରେ ‌୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ

Read more

କେମିତି ହୁଏ ଗଜାନନ ବେଶର ନିର୍ମାଣ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ତତ୍ତ୍ୱକୁ ବିଶ୍ୱ ସାମ୍ନାରେ ଉପସ୍ଥାପନା ଦାୟିତ୍ୱ ସାଧୁ ସନ୍ଥଙ୍କ ହାତରେ ନିହତ ଥିଲା । ଏ କ୍ଷେତ୍ରରେ ମଠମାନଙ୍କ ଭୂମିକାକୁ ଏଡାଇ ଦିଆଯାଇପାରିବ ନାହିଁ

Read more

ଆଦ୍ୟ ଯାତ୍ରାରେ ଅଗ୍ରପୂଜ୍ୟଙ୍କର ଭୂମିକା ଏମିତି

ଭୁବନେଶ୍ୱର: କାହିଁ କେଉଁ କାଳରୁୁ ମହାରାଷ୍ଟ୍ରରେ ଗଣେଶ ବା ଗଜାନନଙ୍କର ପୂଜା ହୋଇ ଆସୁଛି । ସ୍ୱାଭାବିକ ଭାବେ ସ୍ଥାନୀୟ ଲୋକେ ଗଣେଶଙ୍କର ହିଁ ପୂଜା ଆରାଧନା

Read more

ଜ୍ୟେଷ୍ଠ ପୂର୍ଣ୍ଣିମା ମହାପ୍ରଭୁଙ୍କ ଆବିର୍ଭାବ ଦିବସ

ଭୁବନେଶ୍ୱର: ଶ୍ରୀମନ୍ଦିର ବ୍ୟବସ୍ଥାରେ ସ୍ନାନଯାତ୍ରା ପଛର ତତ୍ତ୍ୱ ଓ ତଥ୍ୟ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବୀ ବୋଲି ବିବେଚନା କରାଯାଇଥାଏ । ପ୍ରାଚୀନ ଗ୍ରନ୍ଥର ତଥ୍ୟ ଅନୁସାରେ,

Read more

ମଙ୍ଗଳା ମନ୍ଦିରରେ କେବେ ହୋଇଥାଏ କାଳିକା ନୃତ୍ୟ

ପୁରୀ ଜିଲା କାକଟପୁରରେ ବିରାଜମାନ ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବୀ । ମାଅାଙ୍କ ମନ୍ଦିର ସହିତ ପୁରୀ ଶ୍ରୀମନ୍ଦିରର ବହୁ ପରମ୍ପରା ଜଡିତ

Read more

ଓଁ କାର ପଛର ତତ୍ତ୍ୱ କଣ ଜାଣନ୍ତୁ

ଭୁବନେଶ୍ୱର:ଯେ କୌଣସି ଶ୍ଳୋକ ଆଦି ଆବୃତ୍ତି କରିବା ସମୟରେ ଓଁ ଶଦ୍ଦ ଉଚ୍ଚାରଣ କରାଯାଇଥାଏ । ହିନ୍ଦୁ ଧର୍ମରେ ଏହାକୁୁ କେହି ମନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି

Read more